ଧାଡ଼ି ଧାଡ଼ି ଛତୁପରି କାରଖାନା ଓ ଯାନ ନିନାଦିତ ଗମ୍ୟଠାରୁ ଅଗମ୍ୟ ଯାଏ, ଧାଡ଼ି ଧାଡ଼ି ଛତୁପରି କାରଖାନା ଓ ଯାନ ନିନାଦିତ ଗମ୍ୟଠାରୁ ଅଗମ୍ୟ ଯାଏ,
କାଳିଆରେ... କାଳିଆରେ...
ଆମେ ଛାର ମଣିଷ ହୋଇ ପର ଆପଣା ଭାବରେ ଲିପ୍ତ ଭୁଲିଯାଇଛୁ ମାନବତ୍ବ ପ୍ରବୃତ୍ତି ଆମେ ଛାର ମଣିଷ ହୋଇ ପର ଆପଣା ଭାବରେ ଲିପ୍ତ ଭୁଲିଯାଇଛୁ ମାନବତ୍ବ ପ୍ରବୃତ୍ତି