STORYMIRROR

Ananta Nayak

Others

2  

Ananta Nayak

Others

ଯାନ୍ତ୍ରିକ ଦୂରଭାଷର କରାମତି

ଯାନ୍ତ୍ରିକ ଦୂରଭାଷର କରାମତି

1 min
103

ଦୂରଭାଷ ଏମିତି ଜିନିଷ

ଯୁବକ ପିଢିକୁ କରେ ଧ୍ବଂସ ।

ଲଟପଟ ହୁଅନ୍ତି ତା' ସାଙ୍ଗେ

କଲବଲ ହୋଇ ସେ ତ ଭାଙ୍ଗେ ।

ତାହାର କାୟା ତାହାର ଛାୟା

ସତର୍କ ନ ହେଲେ କରେ ମାୟା ।

ପ୍ରେମିକାର ପ୍ରେମର ପ୍ରଣୟ

ଦୂରଭାଷ ହିଁ କରେ ବିସ୍ମୟ ।

ସମସ୍ତ ନାୟକଙ୍କୁ ଆହ୍ୱାନ

ଆବଶ୍ୟକ ସ୍ଥଳେ ଦିଅ ମନ ।

ମନା ନାହିଁ ମୋଵାଇଲ ଧର

ସବୁ ଗୁଣ କର ଅଧିକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍