STORYMIRROR

Ananta Nayak

Children Stories Others

4  

Ananta Nayak

Children Stories Others

କୋକିଳର କରୁଣ ବ୍ୟଥା

କୋକିଳର କରୁଣ ବ୍ୟଥା

1 min
191

  (ନବାକ୍ଷରୀ ନିୟମାନୁକ୍ରମରେ ପ୍ରସ୍ତୁତ ହୋଇଛି କରୁଣ ବ୍ୟଥାରେ)  

                    (ବିଳାପମୟ ଗୀତ)


କୋକିଳର ରାଗିଣୀ ସ୍ୱର

ସମସ୍ତଙ୍କୁ କରେ ଆତୁର...... ହେ କୋଇଲିଲୋ(୧)


ସେହି ବିହଙ୍ଗର ସୌନ୍ଦର୍ଯ୍ୟ

କେତେକ କରେ ସେ ସାହାଯ୍ୟ...... ହେ କୋଇଲିଲୋ(୨)


କୋଇଲିର କୁହୁକୁହୁ ଶବ୍ଦ

ସ୍ୱର ଶୁଣି ହୁଅନ୍ତି ମୁଗ୍ଧ....... ହେ କୋଇଲିଲୋ(୩)


ତାମନେ କେତେ ଥାଏ ବ୍ୟଥା

କେହି ଶୁଣହେ ତା କଥା........ହେ କୋଇଲିଲୋ(୪)


ତାହାରି ଗଳେ ବାଗଦେବୀ

କରେ ସେ ଦେବୀଙ୍କୁ ବିନତି...... ହେ କୋଇଲିଲୋ(୫)


ଦିଏ କାକ ବସାରେ ଅଣ୍ଡା

ତେବେ କାଉ ହୁଅଇ ଥଣ୍ଡା...... ହେ କୋଇଲିଲୋ(୬)


ଘରନାହିଁ ଦୁଃଖୀ ଖଗର

ଏନ୍ତୁଡ଼ିଶାଳ ନାଁ ତାହାର........ ହେ କୋଇଲିଲୋ(୭)


ହୁଅ ଏପରି ଧର୍ଯ୍ୟବାନ

କୋକିଳ କେତେ ଭାଗ୍ୟବାନ..... ହେ କୋଇଲିଲୋ(୮)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍