Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Badriprasad sahu

Others

4  

Badriprasad sahu

Others

ଉତ୍କଳ ଦିବସ ଆସିଛି ଆଜିରେ

ଉତ୍କଳ ଦିବସ ଆସିଛି ଆଜିରେ

1 min
183


    ଉତ୍କଳ ଦିବସ ଆସିଛି ଆଜିରେ

     ଅତୀତର ସ୍ମୃତି ନେଇ

     ଅଭୁଲା ଅତୀତ ଗାଥା କୁ

     ଭେଟି ରୂପରେ ସାଥେନେଇ 


    ଉତ୍କଳ ଦିବସ ଆସିଛି ଅଜିରେ

     ମହାପୁରଷଙ୍କ ସଂଘର୍ଷ ର କାହାଣୀ ନେଇ

     ଉତ୍କଳ ର ପୂର୍ବଗୌରବ ସମୂଦ୍ଧି 

      ଐତିହ୍ୟକୁ ସାଥୀ ରେ ନେଇ


    ଭାଷାଭିତ୍ତିକ ରାଜ୍ୟ ସେ ଅଟଇ

    ପ୍ରାଚୀନ କିମ୍ବଦନ୍ତୀ ର ସ୍ଥଳୀ

    ବିଶ୍ଵ ଦରବାରରେ ପରିଚିତ ସିଏ

     ଐତିହ୍ୟର ଗାଥା ବହନ କରି


    ଉତ୍କଳ ଦିବସ ଆସିଛି ଆଜି ରେ

    ଦୋଉଅଛି ସ୍ମୃତି ର ଭେଟି

    ଅର୍ଘ ଦୀପ ଦେଇ ଖୁସି ମନାଇବା

    ମହାମନଷୀ ଙ୍କୁ ଦେଇ ଶ୍ରଦ୍ଧାଞ୍ଜଳି


   ଉତ୍କଳ ରେ ଆଜି ଡାକୁଛି

    କୋକୁଆ କୋରନା ର ରୂପ ନେଇ

    ସତର୍କ ରହିବା ସଚେତନ ହେବା

       ରହିବା ଆମେ ସଦା ଜାଗ୍ରତ    


Rate this content
Log in