STORYMIRROR

Shraddhanjali Dash

Others

3  

Shraddhanjali Dash

Others

ତୋ ପ୍ରେମ ପାଇଁ

ତୋ ପ୍ରେମ ପାଇଁ

1 min
163

ପ୍ରତୀକ୍ଷା ମୋ ତୋ ପ୍ରେମ ପାଇଁ

ବୁଝିବୁ କି ନାହିଁ ମୁଁ ଜାଣି ନାହିଁ

କହିବାକୁ ଚାହେଁ ଭଲପାଏ ବୋଲି

ହେଲେ ତତେ କେବେ କହିପାରେ ନାହିଁ

ହେଲେ ତତେ କେବେ କହିପାରେ ନାହିଁ

କେମିତି କହିବି ଭଲପାଏ ବୋଲି

ମନ ଭାବନାରେ ତୁ ଅଛୁ ଖାଲି,

ଯଦି ତତେ କହିବି ମୁଁ ଭଲପାଏ ବୋଲି,

ଡ଼ର ଲାଗେ ମତେ ବନ୍ଧୁତ୍ୱ

ଆମ ଭାଙ୍ଗିଯିବ ବୋଲି

ସେଥିପାଇଁ ମୁଁ କହେ ନାହିଁ ଖାଲି

ହୃଦୟ ପ୍ରାଙ୍ଗଣେ ତୁ ଅଛୁ ଖାଲି ।


Rate this content
Log in