STORYMIRROR

Shraddhanjali Dash

Others

3  

Shraddhanjali Dash

Others

ପ୍ରତିକ୍ଷା

ପ୍ରତିକ୍ଷା

1 min
192

ପ୍ରତିକ୍ଷା କେବଳ ତୋ ପ୍ରେମ ପାଇଁ,

ହୃଦୟ ଜିଣିବା ମୁଁ ଜାଣେ ନାହିଁ 

ମୋ ପ୍ରେମେ ଅପମିଶ୍ରଣ ଯେ ନାହିଁ,

ହୃଦୟ ଯନ୍ତ୍ରଣା ସହିପାରେ ନାହିଁ।

ଭଲପାଏ କହିପାରେ ନାହିଁ...

ହୃଦୟ ଯନ୍ତ୍ରଣା ସହିପାରେ ନାହିଁ।

ତୋ ଠୁ ଦୂରେଇ ଯିବାକୁ ଚାହୁଁ ନାହିଁ ମୁଁହି ,

ହୃଦୟ ଯନ୍ତ୍ରଣା ସହିପାରେ ନାହିଁ।

ପ୍ରତିକ୍ଷା କେବଳ ତୋ ପ୍ରେମ ପାଇଁ...

ଗ୍ରୀଷ୍ମପ୍ରବହେ ଶୀତଳ ନିର ପରି ତୁହି,

ଉତ୍ତର ଆକାଶେ ଧ୍ରୁବତାରା ଅଟୁ ତୁହି....

ଶବ୍ଦ ସାହିତ୍ୟେ ବିଶ୍ଳେଷଣ ତତେ କରିପାରେ ନାହିଁ..

ଭାରି ଅଭାଗିନୀ ମଣିଷ ଟେ ମୁଁହି।

ଭାରି ଅଭାଗିନୀ ମଣିଷ ଟେ ମୁଁହି।



Rate this content
Log in