STORYMIRROR
॥ସୁଖ ର କଥା॥
॥ସୁଖ ର କଥା॥
॥ସୁଖ ର କଥା॥
॥ସୁଖ ର କଥା॥
ସବୁ ବର୍ଷାରେ
ସୁଅ
ତମ କଜ୍ଜଳର
ଅଳତାର
ତମ ପ୍ରେମର
ଫଣା ତୋଳୁଥିବା
ସ୍ୱପ୍ନ ର ॥
ବାଟ ଭାଙ୍ଗି ଚାଲିଯାଉଚ
ତମେ ଥରକୁ ଥର
ମୋ ମନ କାଗଜରେ
କିନ୍ତୁ
ଦାଉ ଦାଉ
ସ୍ମୃତିର ସନ୍ତକ ॥
More oriya poem from Prafulla Chandra padhi
Download StoryMirror App