STORYMIRROR

LAXMIPRIYA SAHU

Others Children

3  

LAXMIPRIYA SAHU

Others Children

ସୁଜନ ଶିକ୍ଷା - " ଗୁରୁ "

ସୁଜନ ଶିକ୍ଷା - " ଗୁରୁ "

1 min
162

           ଉଠି ଜନ୍ମେ ହେଲୁ ନର 

 ସୁଭଇ ଯେ ମୁଖରାଳ       ସୁଜନରେ ରହିଛି ଯେ

          ଜନ୍ମ ହେବାର ଉଚିତ ବୀର ।। ୧।। 


            ମଣିଷ କରିବାର ହାର 

  ରହିଛି ଗୁରୁଜୀଙ୍କର        ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ 

            ସୁତୁଣ୍ଡ କହେ ବାରମ୍ବାର ।। ୨।। 


           ଗୁରୁ ଶିକ୍ଷା ଅଟଇ ଶିଷ୍ଯର

ଶିକ୍ଷା ଦିଅନ୍ତି ଗୁରୁ ସତ୍ଯ ବଚନର ସାମଞ୍ଜସ୍ଯ ରଖି ନିଜର

          ଗୁପ୍ତେ ଥାଇ ଶିକ୍ଷିତ କରିବାର।। ୩।। 


          ଗୁରୁ ଶିଷ୍ଯ ସମ୍ପର୍କ ଅତୁଟ ସତ୍ଯ 

  ତ୍ରୁଟି ସୁଧାରନ୍ତି ଗୁରୁ        ଦର୍ଶାଇ ଯେ ଉଚିତ ପଥ

           ଗୁରୁ ସର୍ବେ ପୂଜ୍ୟ ଯୋଗ୍ୟ 

           ଶିକ୍ଷା ଦିଅନ୍ତି କଥନର ଦିବ୍ୟ ।। ୪।। 


            ଦଣ୍ଡ ଦିଅନ୍ତି ଶିଷ୍ଯ କୁ 

 କରିଥିଲେ କୁକର୍ମ କୁ     ବୁଝାଇ ଶିଷ୍ୟକୁ ଭରିଦିଅନ୍ତି 

             ସୁକର୍ମ ର ଭିରକୁ 

          ଗୁରୁ ଦେବ ସେ ମହେଶ୍ୱର 

         ଅଟନ୍ତି ରହିଥିବେ ଯୁଗଯୁଗକୁ ।। ୫।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍