STORYMIRROR

LAXMIPRIYA SAHU

Others

3  

LAXMIPRIYA SAHU

Others

ପରିବାର

ପରିବାର

1 min
143

ମୁଁ ଓ ମୋ ପରିବାର ଏକଘରେ ରହୁ 

ମୋ ସହିତ ପରିଚିତ ତାଙ୍କର ତ ବହୁ

ମୁଁ ମଧ୍ୟ ଜାଣେ ତାଙ୍କୁ ଅତି ମୋ ନିଜର 

ସ୍ନେହ ଶ୍ରଦ୍ଧା ରହିଅଛି ଅନ୍ତର ଅନ୍ତର  ।୧।


ମୋ ମଙ୍ଗଳେ ପୂଜା ପାଇଁ ଆୟୋଜନ କଲେ 

ସବୁ ନିଧି ମାନିବାକୁ ପୁରୋହିତ ବୋଇଲେ 

ଜଳ ଆଣିବାକୁ ହବ ନିକଟ ପୋଖରୀରୁ 

ବୁନ୍ଦେ ହେଲେ ନ ପଡ଼େଜେ ଏଥି ମଧ୍ୟରୁ ।୨।


ଉକ୍ତ ସମୟରେ ମୁଁ ଦେଖିଲି ତାର ଶୋଷ 

ସହି ନ ପାରି ମୁଁ ଦେଲି ଜଳ ବୁନ୍ଦାତକ

ଜଳ ଧରି ଫେରିଲି ମୁଁ ପୂଜା ମଣ୍ଡପରେ 

ପୁଣି ଏକ କାର୍ଯ୍ୟରେ ମୁଁ ମିଳିତ ହେଲିରେ  ।୩।


ସେବନଜେ କରିବାକୁ ହବ ମତେ ଭୋଗ 

ଦେଖିଲି ମୁଁ ଚାରିଆଡ଼େ ମୋର ଚତୁର୍ଦିଗ 

ଭୋକିଲା, ଦରିଦ୍ରକୁ ଦେଖି ବଳିଲା ନି ମନ 

ଚାଲିଗଲି ଦେବା ପାଇଁ ଭୋଗ ସେହି କ୍ଷଣ ।୪।


ମୁଁ ଅର୍ଜିଲି ମୋର ସ୍ଥାନ ଗରିବ ପ୍ରସନ୍ନ 

କେବେ ହେଲେ ନତୁଟୁ ଏ ଭକ୍ତିଭାର ମନ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍