ସମୟର କ୍ଲାନ୍ତ ନଦୀ ତଟେ
ସମୟର କ୍ଲାନ୍ତ ନଦୀ ତଟେ
1 min
521
ସମୟର କ୍ଲାନ୍ତ ନଦୀ ତଟେ
ଯେବେ ତୁ ହୋଇଅଛୁ ଭେଟ
ମୋ ପାଇଁ ଖୋଲିଛି କବାଟ
ସେ ପୁଣି ଭିନ୍ନ ଏକ ବାଟ
ତୋ ମନେ ଅନେକ କପଟ
ମୋ ମନେ ନାହିଁ ଟିକେ କଷ୍ଟ ।
ସନ୍ଧ୍ୟା ରାଣୀ ଦାଶ
ସହକାରୀ ଶିକ୍ଷୟିତ୍ରୀ
ଜଗତ ସିଂହ ପୁର
