ସମ୍ପର୍କ
ସମ୍ପର୍କ
1 min
13.4K
ସବୁ ସୁନ୍ଦର ଆଉ ଲୋଭନୀୟ
ଦିନେ ନା ଦିନେ ମଉଳିଯାଏ
ନିଜ ନିଜ ସମୟରେ....
ତମ ମୋ ସମ୍ପର୍କ ଭାବୁଛ
କେତେ ଦିନ ରହିପାରେ ?
