ଶୀତ ର ଗୀତ
ଶୀତ ର ଗୀତ
1 min
588
ଜହ୍ନରାତି ଓ ଶୀତ
ବାଉଳା॥
ଶିରିଶିରି ଶୀତ ର ଗୀତ ଲହରି
ମନର କୂଳରେ
ଥୁରୁଥୁରୁ ରଂଗର
କାକର ଟୋପା
ଶଦ୍ଦ।
ମଁୁ ମୋର ଏମିତି ଶୁଣୁଚି
ଏକୁଟିଆ ଗୀତ ର ସୁର
ବେଶ଼ ଭଲ ଅଛି
ଶୀତ ର ଉମ୍ ହେଇରେ
କଡଲେଉଟା ଇଚ୍ଛାର ଖେଳରେ॥
ତମେ ତ ତମର ଗଲ ଯେ_
ଏ ଶୀତ ଆସିଲା ବେଳକୁ
ଜହ୍ନରେ
ସମୟ ର
ପରସ୍ତ ॥
____________________
***ପ୍ରଫୁଲ୍ଲ ଚନ୍ଦ୍ର ପାଢୀ
କୋଲନରା
ମୋ_୮୯୧୭୩୨୪୫୨୫
