STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ଶଦ୍ଦ ଚିତ୍ର

ଶଦ୍ଦ ଚିତ୍ର

1 min
103

ହଠାତ଼ ଚମକି ଯାଏ

ଚହଲିଯାଏ ତିନି ଆଙ୍ଗୁଠି ମଧ୍ୟରେ ଥିବା

ଖଣ୍ଡା ଠାରୁର ଶକ୍ତ ଜିନିଷ

କେତେ ହୃଦୟକୁ କରତି ନଦେଇଚି

ଏ ଜିନିଷ

କେତେ କେତେ ନୀଳ ଆଖିକୁ

ବାନ୍ଧି ନଦେଇଚି ଏ ଜିନିଷ !!!

ନିଃଶଦ୍ଦ ର ଶଦ୍ଦ ॥ଶୁଣିଚ ?

ମୋ ଚାରି ଆଡ଼େ ନିର୍ଜନତା ର

ଏତେ ମିଠା ଶଦ୍ଦ !!!

ହଠାତ଼ ମୋ ସାମ୍ନାରେ ମୁଁ

ମୁଁ ପାଲଟି ଯାଏ ଭିନ୍ନ ରୂପରେ

ଭିନ୍ନ ଭିନ୍ନ ଦୃଶ୍ୟରେ

ମୁଁ ପଚାରେ ମୋତେ

ମୁଁ କହେ ମୋତେ

ମୋ ସାମ୍ନାରେ' ମୁଁ' କିନ୍ତୁ 'ମୁଁ' ନୁହେଁ

ମୋ ଆନ୍ଦୋଳିତ ଚିତ୍ରର

ଗୀତିମୟ ଚିତ୍ରଟେ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍