॥ ସାରା ରାତି ॥
॥ ସାରା ରାତି ॥
1 min
231
ରାତି ସାରା ଜଙ୍ଗଲରେ ଗର୍ଜନ
ବାଘ । ଖିନ଼ ଭିନ଼ ସବୁଜ ଘାସର ପଡ଼ିଆ
ରାତି ସାରା ଲହରୀ ମାଡ଼ି ଆସିଚି କୂଳକୁ
ଓଦା ଓଦା ବେଳା ଭୂମି ॥
ସାରା ରାତି ବର୍ଷା ।
ପଥର ଖଣ୍ତ ସବୁ ଖସି ଯାଇଚି
ପାହାଡ଼ ଉପରୁ
ଛପର_ଉଡ଼ି ଯାଇଚି
ପବନର ତୀବ୍ରତାରେ
ମଲ୍ଲୀ ଫୁଲ ବାସିଚି ମହ ମହ ॥
