STORYMIRROR

Bishnoswari Patra

Others

3  

Bishnoswari Patra

Others

ସାଧାରଣତନ୍ତ୍ର ଦିବସରେ ଅଭିନନ୍ଦନ

ସାଧାରଣତନ୍ତ୍ର ଦିବସରେ ଅଭିନନ୍ଦନ

1 min
211

ଅଭିନନ୍ଦନ ହେ ଭାରତବାସୀ ଅଭିନନ୍ଦନ 

ଏକତାର ବଳେ ଆମେ ଦିନେ ହେଲା ସ୍ଵାଧୀନ 

ସ୍ଵାଧୀନ ହେଲା ସତ ହେଲେ

ଆମ ପାଇଁ ନଥିଲା କିଛି ଆଇନ।


ନେହେରୁ ରାଜେନ୍ଦ୍ର ପ୍ରସାଦଙ୍କ ଭଳି ମହାମନିଷୀ 

ଦେଶ ପାଇଁ ଲେଖିଗଲେ ସମ୍ବିଧାନ

ଦୀର୍ଘ ୨ବର୍ଷ ୧୧ମାସ ୧୮ ଦିନରେ

ଲେଖା ହେଲା ସମ୍ପୂର୍ଣ୍ଣ।


ଶ୍ରେୟ ଆମ ସମ୍ବିଧାନ ପ୍ରଣେତା

ଧନ୍ୟ ସେ ଭୀମରାଓ ଆମ୍ବେଦକର 

ଆଜିର ଦିନରେ ଆମେ ହେଲେ ସ୍ଵତନ୍ତ୍ର

ସମ୍ବିଧାନ ହେଲା ପ୍ରଣୟନ 

ଭଲ ପାଇଁ ସମ୍ମାନ ଆଉ ଭୁଲ୍ ପାଇଁ ଦଣ୍ଡବିଧାନ।


ଜାତି ଧର୍ମ ବର୍ଣ୍ଣରେ କେହି ନୁହେଁ ବଡ଼ କି ସାନ

ସମସ୍ତଙ୍କ ପାଇଁ ଗୋଟିଏ ସମ୍ବିଧାନ

ଗୌରବ ଆଜି ଆମେ ଖୁସି ଆମ ମନ

ଶୀର୍ଷରେ ପାଦ ପକେଇଛି ଆଜି ତାଙ୍କ ଅକ୍ଲାନ୍ତ ପରିଶ୍ରମ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍