ରଜ
ରଜ
1 min
8
ବିଦଗ୍ଧ ମନ ଆଉ ପ୍ରାଣ
ରଜ ପର୍ବ ଆଜି ଫିକା
ସବୁ ଲାଗେ ଅକାରଣ
ମୁଗ୍ଧ ନୟନେ ମାଆ ବସୁମତୀ
ପକାଇ କହିଛି ରାଣ
ଏ ସନ ଯାଉ ଆର ସନ କୁ
ପୁଲକିତ ହେବ ମନ ଜାଣ
ଟିକିଏ ହୁସିଆରି ବଞ୍ଚିଯିବା ପାଇଁ
ଜୀବନ ଲାଗିବ ସକାରଣ
କର୍ତ୍ତବ୍ୟବୋଧ ଜ୍ଞାନ ଜାଗରଣ
ବିପଦକୁ କରିବ ନିଶ୍ଚେ ବାରଣ
ଟିକେ ଦାଇତ୍ୱହୀନତା
ଭୟାଭୟତା ର ହେବ କାରଣ
ମୁଗ୍ଧ ନୟନେ ବିମୁଗ୍ଧ ପରାଣେ
ଜନ୍ମ ଜାତକର ବୋଧେ
ପୃଷ୍ଠପୋଷାକତତ୍ତ୍ୱ ସୁଗୁଣ
ନିରାକରଣ ଓ ସକାରଣ
ଭିତରେ ରଜମଉଜ ବଶୀକରଣ.