STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ପୁନଶ୍ଚ ଆରମ୍ଭ

ପୁନଶ୍ଚ ଆରମ୍ଭ

1 min
266

ଯେ଼ଉଁ ମାନଙ୍କ

ପାଇଁ ସଜଡ଼ା ଚାଲିଚି ଫୁଲମାଳ

ଡାକି ଦେବା ତିଆରିବା ମଞ୍ଚ ।

ସେଇଠୁ ପୁଣି ମୁହଁ ଫେରାଇବ !!

ତମେ ବୁଝି ପାରିବନି

ବେକ ଭାଙ୍ଗି

ତର ତର ହେଇ

ଓଢ଼ଣା ଟାଣି

ଲାଜେଇ ଯାଉ ଥିବା

ନଈ ର କଥା ॥

ସବୁ ଆରମ୍ଭ ଏମିତି।

ଶେଷ ଏମିତି ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍