STORYMIRROR
ପକ୍ଷୀ,...
ପକ୍ଷୀ, ଗଛ ଓ ଆକାଶକୁ
ପକ୍ଷୀ, ଗଛ ଓ ଆକାଶକୁ
ପକ୍ଷୀ, ଗଛ ଓ ଆକାଶକୁ
ସାବ଼ଜା ପତ୍ରର
ଉପରକୁ ଚାହିଁ ଦେଲେ
ଦିଶି ଯାଏ ଚୁନା ଚୁନା ମେଘ
ମଇଦା ଯେପରି
କେ' ଫିଙ୍ଗି ଦେଇଚି !
ଖୁବ଼ ଆପଣାର ଲାଗେ
ଆକାଶ ଏବେ
ପକ୍ଷୀଟେ ହେଇ
ଉଡ଼ି ଯିବାକୁ ଇଚ୍ଛା ହୁଏ
ନୀଳ ଆକାଶରେ !
More oriya poem from Prafulla Chandra padhi
Download StoryMirror App