STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ଫୁଲ ପାଖୁଡା ପରି ପ୍ରେମ

ଫୁଲ ପାଖୁଡା ପରି ପ୍ରେମ

1 min
502

କବିତା ବୋଇଲେ କ'ଣ ?

ବିସ୍ମିତ ଅବସାଦର

ସରୁନଥିବା ଗପ !

ପ୍ରେମ ବୋଇଲେ କ'ଣ?

ପ୍ରେମିକ ହେବାତ ଦୁଃଖ ହିଁ ଦୁଃଖ

ପୁଲକିତ ଦୁଃଖ ।



Rate this content
Log in