STORYMIRROR

Dr.Prativa manna

Others

2  

Dr.Prativa manna

Others

ପଦୁଟିଏ

ପଦୁଟିଏ

1 min
150

ଯେତେ ଡରି ଡରି ରହିବ

ନିଜ ଭିତରେ ଆଉ ଲୋକଙ୍କ ଆଗରେ

ସେତେ ଅଧିକ ଡର ରହିବ

ତେଣୁ ପ୍ରତ୍ୟେକ

ପରିସ୍ଥିତି ସାମ୍ନା କରିବା ଶିଖିଲେ

ନିଜ ଭିତରେ

ଭୟ ରହିବନି 

ନାରୀ ସ୍ୱର ଉତ୍ତୋଳନ

ଦେଶର ପରିବର୍ତ୍ତନ

ତେଣୁ ପ୍ରତ୍ୟେକ ନାରୀ ସାମ୍ନା କରି

ଦୋଷୀ ବିରୋଧରେ

 ଲଢେ଼ଇ କରି

ନିଜର ସମ୍ମାନ ବଜେଇ

ରଖିବା ଉଚିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna