STORYMIRROR

Krushnachandra Barik

Others

2  

Krushnachandra Barik

Others

ପାମର ପଲ୍ଲୀର କବିତା

ପାମର ପଲ୍ଲୀର କବିତା

1 min
88

ପାକିସ୍ଥାନୀ ମାନେ ହିଁ ବିଶ୍ଵାସ ଘାତକ

ବିଶ୍ୱାସ ଘାତକ ମାନେ ହିଁ ପାକିସ୍ତାନ


ଏ ଇଂରେଜ ନୁହଁ ଯେ ଶାନ୍ତିରେ ଦେବେ ପତ୍ରଝଡ଼ା

ଏ ଆଲେକଜାଣ୍ଡାର ନୁହଁ ଯେ ପଚାରିବ

ପୁରୁ କଣ ଚାହଁ ତୁମେ ?


ଏ ମାମୁଦ୍, ମହମ୍ମଦର ଦେଶ

ଭିଟାମାଟି ନୃଶଂସ ଲୋଭୀ ଜିନ୍ନ।ର


ଭାଇ ବୋଲି କୋଳେଇ ନିଅନ ୟା'କୁ

ପଛ ପଟେ ପଶିଯିବ ବାୟୋନେଟ

ଫୁଲ ଠୁ କୋମଳ ବୋଲି କୋଳେଇ ନିଅନ।

ବେଶ୍ୟାକୁ

ସବୁ ସରି ଯିବ ପିଛାରେ ପିଛାରେ ତା'ର


ବନ୍ଧୁ ! ବୁଦ୍ଧଙ୍କ ଠୁ ଦୀକ୍ଷା ନେଲା ପରେ

ସବୁ ମଣିଷ ବୁଦ୍ଧ କି ?


କୁହ ସୁଭାଷ-

ମତେ ରକ୍ତ ଦିଅ, ମୁଁ ଦେବି ସମ୍ପୂର୍ଣ୍ଣ ଭାରତ

ଆଜି କୁହ,ଏବେ କୁହ

କବଜା କରି ନେବି ପାକିସ୍ତାନୀ ହୃଦ


ଯେହେତୁ :ପାକିସ୍ଥାନୀ ମାନେ ହିଁ ବିଶ୍ୱାସ ଘାତକ

ବିଶ୍ୱାସ ଘାତକ ମାନେ ହିଁ ପାକିସ୍ତାନ ।।


Rate this content
Log in