ଓଁ ନମଃ ଶିବାୟ ..........
ଓଁ ନମଃ ଶିବାୟ ..........
1 min
7.1K
ଅରଖ ଫୁଲରେ ପ୍ରଭୁ
ତୁମର ସରଧା l
ଦୁଦୁରା ଫୁଲ ମଧ୍ୟରେ
ଦିଶ କେଡେ ଶୋଭା l
ରୁ୍ଦ୍ରାକ୍ଷ ମାଳାକୁ ତୁମ୍ଭେ
କରିଛ ଧାରଣ l
ସର୍ପେଶ୍ୱର ବୋଲି ତୁମ୍ଭେ
ଜଗତରେ ଜାଣ l
ସମୁଦ୍ର ମନ୍ଥନ ବେଳେ
ବିଷ ଯେ ଉତ୍କଣ୍ଠ l
ସେ ବିଷକୁ ପାନ କରି
ହେଲ ନୀଳକଣ୍ଠ l
ଜଗତ ଈଶ୍ୱର ପ୍ରଭୁ
ତୁମ୍ଭେ ମହେଶ୍ୱର l
କୈଳାସରେ ବସିଅଛ
ହେ ଡ଼ମ୍ବୁରଧର l
ଓଁ ନମଃ ଶିବଶଙ୍କର llllll