STORYMIRROR

Prafulla Chandra padhi

Others

2  

Prafulla Chandra padhi

Others

॥ ନୂଆ କିରଣ॥

॥ ନୂଆ କିରଣ॥

1 min
89


ଅଜଣା ଚିହ୍ନର ଦଲିଲ଼ ଏ

ତମେ ଜାଳି ପାର କିମ୍ବା 

    ରଖି ପାର॥

ଆସିବ ବିଳମ୍ବ ନାହିଁ

 ସେ ଅଧ୍ୟାୟର

ସତର ଫର୍ଦ କେବେ ଚିରି

  ପାରେ ନାହିଁ

  ଚିରେ ନାହିଁ

 ତମେ ସଜାଡ଼ି ପାରିବ

 କିଛି ଗୁପ୍ତ ମନ୍ତର ॥

  


Rate this content
Log in