STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ନିଖୋଜ ସ୍ୱପ୍ନ

ନିଖୋଜ ସ୍ୱପ୍ନ

1 min
312

ଦୁଃଖ ର ନଈ କୂଳେ

ଏକାକୀ

କେବେଠୁ

ନିଜ ପାଇଁ ନିଜ ଗୀତ

ନିଜ ସୁର

ଶୁଣା ବି ଏକା ଏକା !

ସୀମାରେ ସଂକୁଚିତ

ଇଲାକା

ନିଜସ୍ୱ ଇଲାକା

ଏକା ଏକା ଉଡିବା

ଦୁଃଖର

ନଈ ଉପରେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍