ନିଜ ମୁହଁ
ନିଜ ମୁହଁ
1 min
87
ସାତ ସମୁଦ୍ର ତେର ନଈ ରାଜ୍ୟ
ବୁଢ଼ୀ ଅସୁରୁଣୀ ର ଗପ
" ଆ' ଜହ୍ନମାମୁ " କହି
ତୁନି କରିବା କୁ
ପଡ଼ିଚି କୁନା କୁ॥
କୂଅ ରୁ ପାଣି କାଢ଼ିଚି
ପରିବା କାଟି ଦେଇଚି
ଚୁଲି ଫୁଂକିଚି
ଭାତ ରାଂଧିଚି
ବେସର ବାଟିବା କୁ ଗଲା ବେଳେ
କିଂତୁ ଫସର ଫାଟି ଯାଇଚି ॥
