STORYMIRROR

Prafulla Chandra padhi

Others

2  

Prafulla Chandra padhi

Others

ନଈ ପରି ପ୍ରେମ

ନଈ ପରି ପ୍ରେମ

1 min
351


ତମେ ଦେଇଥିବା ଗୀତର ସୁରକୁ

ସାଇତିଚି

ଛାଇ ପରି ॥

ଉଡିଯିବା ଏତେ ସହଜ ନୁହେଁ

ସହଜ ନୁହେଁ _

ଉଡାଇ ଦବା

ସ୍ମୃତି ର ଛାଇ ॥

____________________

*ପ୍ରଫୁଲ୍ଲ ଚନ୍ଦ୍ର ପାଢୀ

କୋଲନରା,ରାୟଗଡା ଜିଲ୍ଲା

ମୋ_୮୯୧୭୩୨୪୫୨୫


Rate this content
Log in