STORYMIRROR
॥ ମୁଁ...
॥ ମୁଁ ପଛେ ପଡ଼ି ଥିବି ॥
॥ ମୁଁ ପଛେ ପଡ଼ି ଥିବି ॥
॥ ମୁଁ ପଛେ ପଡ଼ି ଥିବି ॥
ଉଦ୍ଧରିବାକୁ
ତୟାର ଯେଉଁ ମାନେ
ମୋ ସହ ଯୋଗ ଦିଅନ୍ତୁ ।
ରେଖା ଚିତ୍ରରୁ ଯେଉଁ
ବାମ୍ଫ ଉଠିବ
ତା'କୁ ଧରିବାର ସାହସ ନେଇ
ଆସିବ:ଯେ଼ଉଁ ମାନେ ନଈକୁ
ଆଙ୍ଗୁଠି ଦେଖେଇବେ ନାହିଁ
ସେମାନେ ଆସିଲେ ଭଲ ॥
More oriya poem from Prafulla Chandra padhi
Download StoryMirror App