STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ମୁଁ ମୋ ବାଟରେ

ମୁଁ ମୋ ବାଟରେ

1 min
77

ସମୁଦ୍ର ଯେମିତି ସେମିତି ତିଆରି ମୋ

ଫୁଲ ରାସ୍ତା.. ଗୀତ ଘର.. ଗୀତର ଘର ।

ଗୀତ ହିଁ ସବୁ ।

ଯେତେ ସବୁ ଏପଟ ସେପଟ ଗୋଟାଇ

କରା ଯାଇପାରେ

ସପନ ବିଳାସ ପୁର..ଯେତେ ସବୁ ମୋର

ସବୁଠି ଗୁଣୁ ଗୁଣୁ ॥



Rate this content
Log in