Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra padhi

Others

2  

Prafulla Chandra padhi

Others

ମୁହଁ

ମୁହଁ

1 min
108



ମୋ ମନ ଦର୍ପଣ ରେ କିଛି ମୁହଁ

 ଯେଉଁ ମାନେ ଖିଲି ଖିଲି ହସନ୍ତି

  କୁତୁ କୁତୁ କରନ୍ତି

ଆଉ କିଛି ମୁହଁ ଅନାନ୍ତି

  ଝର୍କା ଭିତରୁ

କଲ ବଲ କରନ୍ତି

   ମୋ ଶୂନ୍ୟତା ର ହୃଦୟ

 ତାଂକ ଆଖି ଲାଗେ

  ମୋତେ ବଂଧୁକ ର ଗୁଳି ॥

କେଉଁ ମୁହଁ କ'ଣ ଦେଲା 

   କ'ଣ ନେଲା

 କାହିଁକି କିଛି ମୁହଁ 

  ମୋ ଘର ସାମ୍ନାରେ

  ମୋ ନେଇ

 ଆଲୋଚନା କରୁ ଥିଲେ !


Rate this content
Log in