Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Puja Padhan

Others

4.6  

Puja Padhan

Others

ମୋ ଶୁଖିଲା ହୃଦୟରେ ବର୍ଷା ଜଳ

ମୋ ଶୁଖିଲା ହୃଦୟରେ ବର୍ଷା ଜଳ

1 min
309


ହେ ଶୁଣୁଛ ?

ବାରବର୍ଷ ପରେ ଆଜି ଜହ୍ନ ଯାଇ ସୂର୍ଯ୍ୟ ଉଇଁଛି !

ଏ ଜୀବଶୂନ୍ୟ ମରୁଭୂମିରେ ମଞ୍ଜିଟିଏ ଦିପତ୍ର କରିଛି 

ଏ ବୈଶାଖୀରେ ମୋ ଦେହେ ମଳୟ ପବନ ଶୀହରଣ କରୁଛି

ମୋ ମନରେ ଖୁସିର ପସରା ମେଲଣ ଲଗେଇଛି

ଅସଜଡା ଜୀବନେ ଫଗୁଣ ଫୁଲ ଭରିଦେଇଛି

ଜାଣିଛ ? ଏ ବାଞ୍ଝ ଦୋଷରୁ ମୁଁ ମୁକ୍ତି ପାଇବି !

ମୋ ଘରେ ବି କୁନି ପାଦ ପଡ଼ିବ

ଏ ଶୁଖିଲା ହୃଦୟରେ ବର୍ଷା ଜଳ ଛିଟା ବାଜିବ !


Rate this content
Log in