STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ମନେ ପଡ଼ୁଚି

ମନେ ପଡ଼ୁଚି

1 min
163

ଏବେ ବି ମନେ ପଡ଼ୁଚି

ସାହିତ୍ୟ ବହି ର

ଅନେକ ଲେଖା ।

ଖୁବ଼ ମନକୁ ଛୁଇଁ ଥିଲା

କିଶୋର ବୟସରେ

ଏବେ ବି ମନେ ଅଛି

ଉତ୍ତୀର୍ଣ୍ଣ

ବୟସ ରେ !!!



Rate this content
Log in