STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ମନେ ପଡ଼ୁଚି

ମନେ ପଡ଼ୁଚି

1 min
195

ଏବେ ବି ମନେ ପଡ଼ୁଚି

ସାହିତ୍ୟ ବହି ର

ଅନେକ ଲେଖା ।

ଖୁବ଼ ମନକୁ ଛୁଇଁ ଥିଲା

କିଶୋର ବୟସ ରେ

ଏବେ ବି ମନେ ଅଛି

ଉତ୍ତୀର୍ଣ୍ଣ ବୟସରେ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍