STORYMIRROR
ମାଟିର ମମତା
ମାଟିର ମମତା
ମାଟିର ମମତା
ମାଟିର ମମତା
ଏ ମାଟିରେ ଜୀବନ
ପ୍ରୀତିର ଛନ୍ଦ
ସାରା ପୃଥିବୀର
ସୁନ୍ଦର ଦେଶ
ଭାରତବର୍ଷ ॥
ସ୍ୱପ୍ନକୁ ସତ କରୁଥିବା
ପ୍ରାଣକୁ ଫୁଲମୟ କରୁଥିବା
ଏ ଦେଶ
ପ୍ରିୟ ଦେଶ ॥
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Prafulla Chandra padhi
Download StoryMirror App