STORYMIRROR

Priyanka Dash

Children Stories Children

3  

Priyanka Dash

Children Stories Children

ମାଆ

ମାଆ

1 min
309

ବୋଉ ବୋଉ କହି     କୋଳରେ ତୋହର,

     କେତେ ମୁଁ କରିଛି ଅଳି 

 ଯେତେ ଭୁଲ କଲେ    ଦିନଟିଏ ମତେ,

     ଦେଇନୁ ଜମା ତୁ ଗାଳି

     

       ଗଳି ପଡ଼ିଲେ ମୁଁ  ଆହା ବୋଲି କହି,

          କୋଳରେ କୋଳେଇ ନେଇ

       ମନ ଜାଣି ମତେ  ଖାଇବାକୁ ଦଉ,

          ମିଠା ମିଠା କଥା କହି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Priyanka Dash

ମାଆ

ମାଆ

1 min ପଢ଼ନ୍ତୁ

ଭଗବାନ

ଭଗବାନ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ