STORYMIRROR

Priyanka Dash

Children Stories Others Children

3  

Priyanka Dash

Children Stories Others Children

ଜୀବନର ରାସ୍ତା

ଜୀବନର ରାସ୍ତା

1 min
327

ଜୀବନଟା ଏକ ରାସ୍ତା ହେଲେ

   ଆମେ ସବୁ ବାଟୋଇ,

ରାସ୍ତାର ଆରମ୍ଭ ଏନ୍ତୁଡ଼ିଶାଲରୁ ହେଲେ

ଶେଷ ହୁଏ ମୃତ୍ୟୁ ହେଲେ।


କେତେ ଘଟଣା ସ୍ମୃତି ହୁଏ

କେତେ ଘଟଣା ବିସ୍ତୃତି ହୁଏ,

ସ୍ମୃତି ଓ ବିସ୍ତୃତି ସବୁସାଇତା ହୋଇଯାଏ

ମନର ଶାମୁକା ଭିତରେ ।


କେତେ ଚିହ୍ନା ମୁହଁ ଅଚିହ୍ନା ହୁଏ

 କେତେ ମୁହଁ ପୁଣି ମନେରହିଯାଏ,

ତଥାପି ଚାଲିଚି ଚାଲୁଥିବୀ

ଏ ଜୀବନ ବାଟରେ,।


ମାଟି ଗୋଡ଼ି ସବୁ ଚାପି ହୋଇଯିବ

 ଏ ମଣିଷ ପାଦରେେ,

 ସେପରି ଚାଲୁଥିବା 

ଜୀବନର ରାସ୍ତାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Priyanka Dash

ମାଆ

ମାଆ

1 min ପଢ଼ନ୍ତୁ

ଭଗବାନ

ଭଗବାନ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ