STORYMIRROR

Priyanka Dash

Children Stories Children

3  

Priyanka Dash

Children Stories Children

ବୋଉ

ବୋଉ

1 min
404

ବୋଉ ବୋଉ କହି କୋଳରେ

    ତୋହର କେତେ ମୁଁ କରିଛି ଅଳି

ଯେତେ ଭୁଲ କଲେ ଦିନଟିଏ ମୋତେ

       ଦେଇ ନାହୁ ଜମା ଗାଳି ।


ଝୁଣ୍ଟି ପଡ଼ିଲେ ମୁଁ ଆହା ବୋଲି କହି

      ନେଇଛୁ କୋଳ ରେ ତୋଳି

ଚଉରାର ମାଟି ମଥାରେ ମୋହର

      ଦେଇଛୁ କେତେ ତୁ ବୋଳି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Priyanka Dash

ମାଆ

ମାଆ

1 min ପଢ଼ନ୍ତୁ

ଭଗବାନ

ଭଗବାନ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ