STORYMIRROR

Priyanka Dash

Children Stories Others Children

3  

Priyanka Dash

Children Stories Others Children

ଭଗବାନ

ଭଗବାନ

1 min
366

ସହି ପରେ ବୋଲି ଏତେ ଦୁଃଖ ଦେଲୁ

    ଆଉ ମୁଁ ସାହବି ନାହିଁ,

ସବୁ ସୁୁୁଖ ଦୁଃଖ ତତେ ମୁଁଁ  ସମର୍ପି

    ଶାନ୍ତି ରେ  ରହିିିିବି ମୁଁହିଁ ।

ଯେତେ ଦିନ ଥିବି  ମାୟା ସଂସାରେ

     ତୋ ପାଦ ରେ ରଖି ମନ,

ତୋ ପ୍ରେମାମୃତ୍  ପାନ କରୁଥିବି

     ଜି ଥିବି  ଯେତେ  ଦିନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Priyanka Dash

ମାଆ

ମାଆ

1 min ପଢ଼ନ୍ତୁ

ଭଗବାନ

ଭଗବାନ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ