STORYMIRROR

Priyanka Dash

Children Stories Others Children

3  

Priyanka Dash

Children Stories Others Children

ମାଆ

ମାଆ

1 min
272

ମାଆ ମୋର ସରଗର ତାରା,

ତା ବିନା ମୋ ଜୀବନ ଅଧୁରା ।


ନଖାଇନପି ଆମକୁ ଦିଏ ଖୁଆଇ,

ସେ ଆମ ଜୀବନର ଧାରା ।


ଦଶ ମାସ ଗର୍ଭରେ ଧରି କରିଲା ଜନମ ,

ତେଲ ହଳଦିରେ ନେଲା ଯତନ।


ମାର ମମତା ସେନେହର ଧାର ,

ଯେଉଁଠି ଭରିଯାଏ ଭୋଗ ଆହାର ।


ନିଜେ ସହି ଦୁଃଖ ଅନ୍ୟକୁ ଦିଏ ସୁଖ ,

ସ୍ନେହ ମମତାରେ ଭରିଦିଏ ଆମ ଜୀବନରେ ସୁଖ ।


ମା ଠାରୁ ଏ ଦୁନିଆରେ କେହି ନୁହେଁ ବଡ଼,

ତା ପାଖରେ ଆମେ ସମସ୍ତେ କ୍ଷୁଦ୍ରତର ।


ତା ସ୍ନେହ ମମତାରେ ବାନ୍ଧିହୋଇ ,

ଭୁଲିଯାଏ ସବୁ ଦୁଃଖ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Priyanka Dash

ମାଆ

ମାଆ

1 min ପଢ଼ନ୍ତୁ

ଭଗବାନ

ଭଗବାନ

1 min ପଢ଼ନ୍ତୁ

ମାଆ

ମାଆ

1 min ପଢ଼ନ୍ତୁ

ବୋଉ

ବୋଉ

1 min ପଢ଼ନ୍ତୁ