ଲୁହ
ଲୁହ
1 min
13.5K
ଯଦି ଉପରେ କାନ୍ଦ
ଲୁହରେ ଭିଜିଯିବ ସର୍ବସ୍ୱ
ଯଦି ଭିତରେ କାନ୍ଦ
ନିଶ୍ଚିହ୍ନ ହୋଇଯିବ ନିଜସ୍ୱ...।
