କରୋନା
କରୋନା

1 min

11.7K
ଦାନବୀୟ ରୂପ ସଜେଇ, ଆସିଛି ଏ ଧରା କୁ.
ମୃତ୍ୟୁ ର ତାଣ୍ଡବ କରି, ବିଚଳିତ କରିଛି ଏ ସୃଷ୍ଟି କୁ :
ଚୀନ ତାର ଘର, ହେଲେ ଉତ୍ପତି ଯେ ଅଜଣା,
ପୃଥିବୀ ର କୋଣ ଅନୁକୋଣ ରେ ସାଜିଛି ଅତିଥି ମୃତ୍ୟୁ ର
ପ୍ରତିଷେଧକ ତାର ନାହିଁ କାହାକୁ ଯେ ଜଣା :
ଡାକ୍ତର ଠୁ ବୈଜ୍ଞାନିକ ରାତି ଦିନ ବ୍ୟସ୍ତ ଯେ ଅନୁସନ୍ଧାନ ରେ
ଗୃହବନ୍ଦୀ ରେ ଆଜି ମାନବ ସମାଜ .
ସାମାଜିକଦୂରତା ଓ ପରିଷ୍କାର,ପରିଛନତା ମୁଖ୍ ଉଦେଶ୍ୟରେ
ନା ତାର କରୋନା. ଶିକାରୀ ପରି ଟଂକିଛି ଶର.
ମୁଣ୍ଡ ପରେ ମୁଣ୍ଡ ସାଜିଛି ତାର ଠିକାନା..