STORYMIRROR

Raasmitaa Mohanty

Others

4  

Raasmitaa Mohanty

Others

ଅଦିନିଆ ସାଥୀ

ଅଦିନିଆ ସାଥୀ

1 min
80

ଦୂର ଆକାଶରେ ଏକା ଉଡିଲା ବେଳେ 
              ସାଥୀ ଟିଏ ଆସି ମିଳିଲା 
ସାଥେ ସିଏ ଦୁଇ ପାଦ ଉଡ଼ିବ କହି 
ଡେଣା କୁ ଝାଡ଼ି ଉଡି ଆସିଲା 
ଅତି ଆଦରରେ କଢେଇ ନେଇ 
ନୂଆ ବାଟ ଦେଖାଇଲା
କିଛି ବାଟ ଗଲା ପରେ 
ବଦଳି ସେ ନିଜେ ଯିବ କହିବି ନଥିଲା 
ସମୟ ଋତୁ ପରି ସେ ବି ବଦଳିଲା 
ଅସମୟ ବର୍ଷା ପରି ଲୁହର ଦେଇ ଉପହାର 
ଉଡ଼ିଗଲା ଆଉ ଏକ ନୂଆ ଦୁନିଆ କୁ 
ଅପେକ୍ଷା ଆଜି ବି ଅଛି 
  ଫେରିଆସନ୍ତା କି 
ହେଲେ ମନ କହେ ଖୁସି ମୁ 
ତା ଖୁସି ଦୁନିଆ କୁ ଦେଖି.....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍