STORYMIRROR

Raasmitaa Mohanty

Others

3  

Raasmitaa Mohanty

Others

ମା

ମା

1 min
11.8K

ସୃଷ୍ଟିର ନିଆରା ଚିତ୍ରଲିପିଟିଏ

ପ୍ରେମର ପ୍ରକୃତ ପରିଭାଷା ସିଏ

ସ୍ନେହ ପଣତର ଦେବୀଟିଏ

ତ୍ୟାଗ ଓ ସେବାର ଉଦାହରଣ ସିଏ

ଭାଷା ବି କିଞ୍ଚିତ ତା ପାଇଁ

କବିତାରେ ଆବଦ୍ଧ ନା ସେ କଉ ଗଳ୍ପରେ

ସୀମା ହୀନ ସାଗର ପରି

କୁଳ ମୁଁ ପାଏନା କି କିନାରା

ଏମିତି ବିଧାତାର ସୃଷ୍ଟି ସିଏ.

କିଏ ହବ ତା ପରି କେହିତ ନାହିଁ

ଦୁଃଖ ଅବା ସୁଖ ରେ ମନେ ପଡେ ସେ..

ତା ଠୁ ଥିଲେ ଦୂରରେ ଲାଗେ ସତେ

ଶରୀର ଅଛି ହେଲେ ଆତ୍ମା ନାହିଁ. 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍