STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ଖୁସି ର ଝରଣା

ଖୁସି ର ଝରଣା

1 min
284

ପରିବାର ବୋଇଲେ

ପାରସ୍ପରିକ ବୁଝାମଣା

ଏବଂ ସ୍ନେହର ଝରଣା

ଜୀବନ ନାଚୁଥାଏ

ହୁଏ ନାହିଁ କିଏ

ବାଟ ବଣା ॥

ଚଲା ପଥ ପୁଷ୍ପିତ_ସମସ୍ତଂକ

କାହାକୁ କିଛି ନ ଥାଏ

ଅଜଣା !!!

____________



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍