STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

ଖସି ଯାଉ ଥିବା ସମୟ

ଖସି ଯାଉ ଥିବା ସମୟ

1 min
115

କେତେ ଆଉ ଖୋଜିବ

ହଜାରେ ଉଦାହରଣକୁ ଅଡ଼େଇ

ଏବେ ସବୁ ଆଡ଼େଇ ଯାଉଛନ୍ତି

ଫୁସ଼ କରି ଉଡ଼ି ଯାଉ ଯାଉଚି

ଯେତେ ସବୁ ଆବେଗ ॥

ପାରିଲା ପଣ କୁ ବୁଜୁଳି କରି

ଚାଲୁ ଚାଲୁ

ସମୟ ର ଶୋଷ ଶେଷ ॥

କେତେ ସାଇତିବ

ପୁରୁଣା ଫଟୋଗ୍ରାଫ଼କୁ

ଖସି ପଡ଼ୁଚି

ପାଚିଲା ଫଳ ପରି !



Rate this content
Log in