STORYMIRROR

Prafulla Chandra padhi

Others

1  

Prafulla Chandra padhi

Others

॥ ଖୋଜିବାରେ ବିତୁଚି ସମୟ ॥

॥ ଖୋଜିବାରେ ବିତୁଚି ସମୟ ॥

1 min
94

 


ସୁଖ ଗାଧୋଇବା ର ଦୃଶ୍ୟ

      ଜଳ ଜଳ

ପରିତ୍ୟକ୍ତ ମନ୍ଦିର ରୁ

  ଶୁଭୁ ଥାଏ ଶ୍ୱାସ ।

ହଜାରେ ଫୁଲରେ

  ଦଂଶୁ ଥାଏ ମହାକାଳ

 ଲୋକଟି କାହିଁକି ଉଚ୍ଚାରିଲା

  ଜୀବନ ରୁ ଉଠେ ବୋଲି

     କଳା ଧୂଆଁ 

   ଘଣ୍ଟା ର ଶଦ୍ଦ

   ଏବେ ନୀରବ

 ଚାଲ ଯିବା ରଂଗ ଚଢ଼େଇବା

   ଚଢ଼େଇଂକ ଥଂଟ ରେ

  କିଛି ଶୁଭୁ ନ ଥାଏ କେଉଁଠି

   ନା' ସଂଗ୍ରହାଳୟ ରେ

   ନା' ଅରଣ୍ୟ ର ଶୋଭା ରେ !



Rate this content
Log in