STORYMIRROR
କୋଟିଏ ସୁର
କୋଟିଏ ସୁର
କୋଟିଏ ସୁର
କୋଟିଏ ସୁର
ସେ ଯୁଗରୁ
ଏ ଯାବତ଼
ଅଛି ତା'ର ଦମ଼
କେତେ ହୃଦୟରେ ସ୍ପନ୍ଦନ
ଚିତ୍ରିତ ସକାଳର
ଇତିହାସ
ଫଗୁ ବୋଳା ରାତି ମାନଙ୍କର
କୋମଳ ପରଶ ॥
ବଦଳି ଯାଏ ମାନଚିତ୍ର ॥
ଗେଂଡୁ ଫୁଲର ଗାଁ ରେ
ଶୀତର ପାହାନ୍ତି
କଲମ
ହେ ମୋର କଲମ !
More oriya poem from Prafulla Chandra padhi
Download StoryMirror App