STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

କବିତାର ସୁଅ

କବିତାର ସୁଅ

1 min
193

ହୋଟେଲ଼ରେ କବିତା

ବଣ ଭୋଜିରେ କବିତା

କୁନି ଝିଅର ଆଖିରେ କବିତା

ଓଠ କାମୁଡ଼ା ରେ କବିତା ॥

ସୂର୍ୟ୍ଯ ଆଖିରେ କବିତା

କବିତାର ଆଖିରେ କବିତା

ତାରାରେ ତାରାରେ କବିତା

ସ୍ୱପ୍ନ ବଣରେ ଠେକୁଆ ଟେ ପରି

ଦଉଡ଼ୁ ଥାଏ କବିତା ॥



Rate this content
Log in