STORYMIRROR

Prafulla Chandra padhi

Others

3  

Prafulla Chandra padhi

Others

କାଳ କେବେ କାଳ ନୁହେଁ

କାଳ କେବେ କାଳ ନୁହେଁ

1 min
173

ଏ କଥା ସ୍ପଷ୍ଟ ଯେ

କାଳ ବୋଲି ଯେଉଁ ସତ୍ତା

ସେ କାହା ପ୍ରତି କୃପଣ ହୁଏନି

ଆମେ ହିଁ ଏକ ପକ୍ଷ ର

ଅନ୍ଧାରୁଆ ଗଳି ଭିତରେ

ମୁହଁ ମାଡ଼ି ପଡ଼ି ରହିଚୁ ଯେ

ସକାଳ ରାତି ଜଣା ପଡ଼ୁନି ॥

ଭୁଲ଼ ଚୟନର ସ୍ୱରକୁ

ବାସ୍ତବିକ ନିଜର

ନ କରି ନେଇ ପାରିଲେ ମଧ୍ୟ

ଆମେ ତିନ୍ତି ଯିବାର

ଏମିତି ଅଭିନୟ କରୁ ଯେ !

ଗୁମ୍ଫାରେ କାହାକୁ

ଖୋଜି ହୁଏନି ସ୍ପଷ୍ଟ ___।



Rate this content
Log in