STORYMIRROR

Prafulla Chandra padhi

Others

2  

Prafulla Chandra padhi

Others

ଜୀବନର ସ୍ୱର

ଜୀବନର ସ୍ୱର

1 min
222

ବଂଚିବା ମାନେ

ସଂଗ୍ରାମ

ଜୀବନର କାହାଣୀ

ରକ୍ତାକ୍ତ

ବିଷଧର ସାପ

ଏଇଠି ପ୍ରେମ ॥

ସବୁ ଗୀତ

ଏଇଠି ଅଧୁରା ॥

ସ୍ୱପ୍ନ ଭଂଗ ଜୀବନ

ସବୁ ହଜିଲା ଦରବ କୁ

ଖୋଜା ॥



Rate this content
Log in