STORYMIRROR

Susanta Dash

Others

2  

Susanta Dash

Others

ଜୀବନକୁ ଭଲପାଅ

ଜୀବନକୁ ଭଲପାଅ

1 min
13.7K


ଜୀବନକୁ ନିକଟେ ଭଲପାଅ

ମୃତ୍ୟୁଠୁ ସୁଆଦିଆ,

ଭଲପାଇବାକୁ ଭୁଲ ବୁଝିପାର

କିନ୍ତୁ ଜୀବନ ସର୍ବଦା

ଭାରି ମଜାଳିଆ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍